ନିଜର ବହୁ ମୂଲ୍ୟ ସମୟ ଓ ବ୍ୟସ୍ତତା ମଧ୍ୟରୁ କିଛି ସମୟ ବାହାର କରି ଓଡ଼ିଶାର ସର୍ବପ୍ରଥମ ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ ଓ ଓଡ଼ିଶାର ସର୍ବପ୍ରଥମ ମାସିକ ପାରିବାରିକ ଶିଶୁ-କିଶୋର ପତ୍ରିକା ‘କୁନିକଥା’ର ସ୍ଵନକ୍ଷତ୍ର ଉତ୍ସବରେ ଯୋଗଦେବା ପାଇଁ ଆପଣମାନଙ୍କୁ ଅନୁରୋଧ ।